Categories: ଖେଳ

ଟସ୍‌ ଜିତିଲା ଡିସି: ବୋଲିଂ ନିଷ୍ପତ୍ତି…

ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପ୍ରେୟୀ ଏକାନ୍ନା କ୍ରିକେଟ ଷ୍ଟ୍‌ାଡିୟମରେରେ ଖେଳାଯାଉଛି। ଏଲଏସଜିର ଅଧିନାୟକ କେଏଲ ରାହୁଲ ଥିବାବେଳେ ଡିସିର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ରହିଛନ୍ତି। ଡିସି ଟସ ଜିତି ପ୍ରଥମେ ବୋଲିଂ କରିଥିବାବେଳେ ଏଲଏସଜି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି।

Share