Categories: Video

Deadline for new traffic norms extended for 3 months | ଆରଟିଓ ଯାଞ୍ଚ ଆଉ ୩ମାସ କୋହଳ

In view of heavy rush at the Regional Transport Offices (RTOs) across the state, the Odisha government is considering further extending the deadline for implementation of the new traffic rules for three more months under the amended Motor Vehicles Act, it was announced here Thursday.

ଡେଡଲାଇନ ପାଖେଇ ଆସୁଥିବାରୁ ଆରଟିଓ ଅଫିସରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଆରଟିଓ ଅଫିସରେ ପ୍ରବଳ ଭିଡ଼ ଯୋଗୁଁ ବିଧାନସଭାରେ ଆଜି ଏହି ପ୍ରସଙ୍ଗ ଉଠାଯାଇଥିଲା । ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ପାଇଁ ଆରଟିଓ ଅଫିସରେ ଲୋକେ ହନ୍ତସନ୍ତ ହେଉଥିବାରୁ ସରକାରଙ୍କ ପକ୍ଷରୁ ଡେଡଲାଇନକୁ ଆଉ ୩ମାସ କୋହଳ କରାଯାଇଛି ।