Advertisement

ହାତୀଛୁଆର ମୃତ୍ୟୁ

ଦେବଗଡ଼,୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ରେଞ୍ଜ ନୂଆଡିହି ଫରେଷ୍ଟ ସେକ୍ସନରେ ହାତୀଛୁଆର ମୃତ୍ୟୁ ହୋଇଛି। ରେଙ୍ଗାଲି ଡ୍ୟାମ କଂଠିମାଳ ଗ୍ରାମ ନିକଟସ୍ଥ ନାଳକଡ଼ରେ ପଡ଼ିଛି ହାତୀ ଶାବକର ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନବିଭାଗର ତଦନ୍ତ ଆରମ୍ଭ ହୋଇଛି। ୩୪ ଟିକିଆ ହାତୀପଲରେ ଏହି ଛୁଆଟି ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel