୯/୧୧ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀଙ୍କ ମୃତ୍ୟୁଦଣ୍ଡ କ୍ଷମା କରାଯାଇପାରେ, ପୀଡିତଙ୍କ ପରିବାର ମଧ୍ୟରେ ଅସନ୍ତୋଷ…

ଓ୍ବାଶିଂଟନ,୨୭।୮ : ୧୧ ସେପ୍ଟେମ୍ବର ୨୦୦୧ ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩୦୦୦ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀଙ୍କ ମୃତ୍ୟୁଦଣ୍ଡକୁ କ୍ଷମା କରିଦିଆଯାଇପାରେ। ଏନେଈ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ପ୍ରତାରଣା କରିଥିବା ଲୋକେ ଅନୁଭବ କରୁଛନ୍ତି।

ବାସ୍ତବରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ପ୍ରତିରକ୍ଷା ମଧ୍ୟରେ ଏକ ଚୁକ୍ତିନାମା ହୋଇଛି ଯେଉଁଥିରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ଏବଂ ଅନ୍ୟ ଚାରିଜଣ ଷଡଯନ୍ତ୍ରକାରୀ ନିଜ ଅପରାଧ ସ୍ବୀକାର କଲେ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମଧ୍ୟ ପେଣ୍ଟାଗନ ଏକ ଚିଠି ଲେଖିଛି।

ଏହି ଚିଠି ପରେ ଅନେକ ପୀଡିତଙ୍କର ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକେ କହିଛନ୍ତି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଆତଙ୍କବାଦୀଙ୍କୁ କଠୋର ଦଣ୍ଡ ଦିଆଯିବ। ମାତ୍ର ହୋଇଥିବା ନୂତନ ଚୁକ୍ତିନାମା ଯୋଗୁ ଏହି ମାମଲା ବିନା ବିଚାରରେ ଶେଷ ହେବ ଏବଂ ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣର ସତ୍ୟତା କେବେ ପ୍ରକାଶ ପାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା...

ଉତ୍ତର କୋରିଆ ରୁଷିଆକୁ ପଠାଇଲା ସେନା, ରିଟର୍ନ ଗିପ୍ଟରେ ମିଳିଲା ବାଘ, ଭାଲୁ

ମସ୍କୋ,୨୨।୧୧: ଉତ୍ତର କୋରିଆ ସହ ବନ୍ଧୁତାକୁ ମଜବୁତ କରିବାକୁ ରୁଷିଆ ଚେଷ୍ଟା କରୁଛି। ରୁଷିଆ ବର୍ତ୍ତମାନ ପଶୁମାନଙ୍କୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ଉତ୍ତର...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଟେନସନ ବଢାଇଲା ଉତ୍ତର କୋରିଆ, ଆମେରିକାକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ!

ସିଓଲ,୨୨।୧୧: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଆମେରିକାକୁ ତିକ୍ତତା ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଏବଂ କୋରିଆ ଉପଦ୍ୱୀପ ପୂର୍ବରୁ ପରମାଣୁ ଯୁଦ୍ଧର...

ଗିରଫ ହେବେ କି ନେତାନ୍ୟାହୁ: ଜାଣନ୍ତୁ କ’ଣ ରହିଛି ନିୟମ

ହେଗ୍‌,୨୨ା୧୧ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ଗାଜାରେ ମାନବତା ବିରୋଧରେ ଅପରାଧ ଅଭିଯୋଗ ନେଇ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)...

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ

ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍‌ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri