Categories: ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୪।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ ମିଳିଛି। ବୋମା ପକାଇ ତାଙ୍କ ଉଡାଇଦେବାକୁ ଧମକରେ କୁହାଯାଇଛି। ମହାନଗର ନିଗମରେ ଏହି ଘଟଣାରେ ଏଫଆଇଆର୍‌ ରୁଜୁ ହୋଇଛି। ସୁରକ୍ଷା ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ପୋଲିସର CUG ନମ୍ବରରେ ଏହି ଧମକପୂର୍ଣ୍ଣ କଲ କରାଯାଇଥିଲା। ମାମଲାର ତଦନ୍ତ ଚାଲିଛି।
ଏହା ପ୍ରଥମ ଘଟଣା ନୁହେଁ, ସିଏମ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା।

Share