ଆଲିଆଙ୍କୁ ଉପହାର ଦେଲେ ଦୀପିକା

ମୁମ୍ବାଇ:ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଫିଲ୍ମ ରକି ଔର ରାନୀକି ପ୍ରେମ କାହାନୀ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ଦୀପିକା ପାଦୁକୋନ ଆଲିଆଙ୍କୁ ଉପହାର ପଠାଇଛନ୍ତି। ଉପହାରକୁ ନିଜ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ମେନସନ୍‌ କରି ଆଲିଆ ଦୀପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀପିକା ଆଲିଆଙ୍କୁ କସମେଟିକ୍‌ ପ୍ରଡକ୍ଟ ପରଫ୍ୟୁମ ଗିଫ୍ଟ କରିଛନ୍ତି।

Share