Categories: ଜାତୀୟ

କଂଗ୍ରେସ ଏମ୍‌ପିଙ୍କ ବିରୋଧରେ ମାନହାନି ମକଦ୍ଦମା

ଗୁଆହାଟୀ,୨୪।୯: କଂଗ୍ରେସ ଏମ୍‌ପି ଗୌରବ ଗୋଗଇଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରୋଜେକ୍ଟରେ ଅନିୟମିତତା ହୋଇଥିବା ନେଇ ସେ ମିଥ୍ୟା ଅଭିଯୋଗ କରିଥିବା ରିଙ୍କି କହିଛନ୍ତି। ରିଙ୍କିଙ୍କ ବିରୋଧରେ ଗୋଗଇ ଅପମାନଜନକ ଟୁଇଟ୍‌ କରିଥିଲେ।

Share