Categories: ଜାତୀୟ

ଗୋଟିଏ ଦିନ ବଢିଲା ଦିଲ୍ଲୀ ବିଧାନସଭା ଅଧିବେଶନର ସମୟ ସୀମା

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ସମୟ ସୀମାକୁ ବଢାଇ ଦିଆଯାଇଛି। ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ କୁଲଦୀପ କୁମାରଙ୍କ ଅନୁରୋଧ କ୍ରମେ ଉପସଭାପତି ରାଖି ବିଡଲାନ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନକୁ ଗୋଟିଏ ଦିନ ଅର୍ଥାତ୍‌ ୧୮ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।

Share