ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଏଏପି ନେତା ମନୀଷ ସିସୋଡିଆ।
ମଙ୍ଗଳବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଏହାପୂର୍ବରୁ ଏହି ମାମଲାରେ ସିସୋଡିଆଙ୍କ ହେପାଜତକୁ ବୃଦ୍ଧି କରାଯାଇଥିଲା। ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ କୋର୍ଟ ଇଡିଙ୍କ ଯୁକ୍ତି ଶୁଣିବା ପରେ ମେ’ ୩୦କୁ ସ୍ବତନ୍ତ୍ର ଜଜ ଏମ.କେ ନାଗପାଲଙ୍କ ରାୟ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।ସ୍