Categories: ଜାତୀୟ

ଅଡୁଆରେ ସଞ୍ଜୟ ସିଂ: ୧୦ ନଭେମ୍ବର ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଏଏପି ନେତା ସଞ୍ଜୟ ସିଂଙ୍କ ଅଡୁଆ କମିବାରେ ନାଁ ନେଉନାହିଁ। ଶୁକ୍ରବାର କୋର୍ଟ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ତାଙ୍କର ୧୪ ଦିନିଆ ନ୍ୟାୟିକ ହେପାଜତ ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା।

 

Share