Categories: ଜାତୀୟ

ଏପ୍ରିଲ ୨୯ ଯାଏ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ସୋମବାର ରୌଜ ଏଭିନ୍ୟୁ କୋର୍ଟ ଶୁଣାଣି କରି ଏପ୍ରିଲ ୨୭ ଏବଂ ଇଡି ମାମଲାରେ ଏପ୍ରିଲ ୨୯ ଯାଏ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରିଛନ୍ତି।

Share