Categories: ଜାତୀୟ

ହସ୍ପିଟାଲର ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖିଲେ ସାକ୍ସେନା

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ପ୍ରସଙ୍ଗରେ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି। ପତ୍ରରେ କୁହାଯାଇଛି, ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ଯେ ଦିଲ୍ଲୀର ହସ୍ପିଟାଲ ନିର୍ମାଣ ଚଳିତ ବର୍ଷ ଶେଷ ହେବ କିନ୍ତୁ ତାହା ଶେଷ ହୋଇପାରିନାହିଁ।

Share