Categories: ଜାତୀୟ

ନାବାଳିକା ହତ୍ୟାକାରୀ ସାହିଲ ଗିରଫ, ୪୦ଥର ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ବୁଲନ୍ଦସରରୁ ଗିରଫ କରାଯାଇଛି। ଅଭିଯୁକ୍ତ ୧୬ ବର୍ଷର ବାଳିକାଙ୍କୁ ପଥରରେ ଛେଚି ଛେଚି ମାରିବା ପୂର୍ବରୁ ତାଙ୍କୁ ୪୦ ଥର ଛୁରୀ ଭୁଷିଥିଲେ।

Share