The demolition drive at the 12th century Emar Mutt continues. It will be razed to the ground in a few days from now. That said, the seer of the mutt Mahant Rajgopal Ramanuj Das continues to remain inside the mutt on a silent protest against the demolition. A mysterious underground structure was seen after the main building was pulled down there.
ବହୁ ଚର୍ଚ୍ଚିତ ଦ୍ବାଦଶ ଶତାବ୍ଦୀର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଆଉ କିଛି ଦିନ ପରେ ସଂମ୍ପୁର୍ଣ୍ଣ ଭାବେ ମାଟିରେ ମିଶିଯିବ ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ। ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠରୁ ବାହାରୁ ନଥିବା ଯୋଗୁଁ ମୁଖ୍ୟ କୋଠା ଉଚ୍ଛେଦ କାର୍ଯ୍ୟ କରାଯାଇପାରୁ ନାହିଁ। ସେ ଭିତରେ ମଉନ ବ୍ରତରେ ବସିଥିବା ଚର୍ଚ୍ଚା ହେଉଛି।