Categories: ଜାତୀୟ

ବେଙ୍ଗାଲୁରକୁ ଡରାଉଛି ଡେଙ୍ଗୁ

ବେଙ୍ଗାଲୁର,୩।୮:୧୮ପ୍ରତିଶତ ମାମଲା କର୍ନାଟକରେ ଗତ ବର୍ଷ ତୁଳନାରେ ଡେଙ୍ଗୁରେ ୧୮ପ୍ରତିଶତ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ସବୁଠୁ ଅଧିକ ଡେଙ୍ଗୁ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୯ ପର୍ଯ୍ୟନ୍ତ ରାଜ୍ୟରେ ୪୦୧୩ଟି ମାମଲା ସାମ୍ନାକୁ ଆସିଛି ସେଥିମଧ୍ୟରୁ ବେଙ୍ଗାଲୁରରେ ୨୦୬୫ ମାମଲା ଦେଖାଯାଇଛି। ରହିଛି। ଅଧିକାରୀମାନେ ଜୁନ ଏବଂ ଜୁଲାଇରେ ପ୍ରବଳ ବର୍ଷାକୁ ଏଥିପାଇଁ ଦାୟୀ କରିଛନ୍ତି।

Share