Prices of petrol and diesel have shot up after Finance Minister Nirmala Sitharaman raised excise duty and road and infrastructure cess on the auto fuels by Rs 2 per litre and levied Re 1 per tonne customs duty on crude oil. Here is what people think on the budget.
ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ଦର ବୃଦ୍ଧିକୁ ନେଇ ଲୋକଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ପଚାରି ବୁଝିବା।