ବାରଣ ସତ୍ତ୍ୱେ ପର୍ଯ୍ୟଟକ ମାନୁନାହାନ୍ତି

ଖଣ୍ଡପଡା,୧ା୭(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଳକ ଅଧିନ କଂଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟଟି ଅଂଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ା
ବିଭାଗୀୟ କର୍ତୃପକ୍ଷଙ୍କ ବାରଣ ସତ୍ୱେ ନୀଳମାଧବ ଜୀଉଙ୍କ ଦର୍ଶନରେ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟକୁ ବ୍ୟବହାର କରୁଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି ା ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୩ ତାରିଖ କଂଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଜନ ଆରୋଗ୍ୟ ସମିତି ବୈଠକରେ ଏଭଳି ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉକ୍ତ ଶୈାଚାଳୟକୁ ରୋଗୀ କିମ୍ବା ତାଙ୍କ ସଂପର୍କୀୟ ମାନଙ୍କ ଛଡା ଅନ୍ୟ କୈାଣସି ବାହାର ଯାତ୍ରୀଙ୍କୁ ଏହି ଶୈାଚାଳ୍ୟକୁ ବ୍ୟବହାର କରିବା ପାଇଁ ବାରଣ କରିବାକୁ ପରାମର୍ଶ ଦିଆ ଯାଇଥିଲା ା ମାତ୍ର ପରବର୍ତୀ ସମୟରେ କଂଟିଲୋକୁ ଆସୁଥିବା ବାହାରର ପର୍ଯ୍ୟଟକ ମାନେ ବାଧ୍ୟ ବାଧକତାରେ ଉକ୍ତ ଶୈଚାଳୟକୁ ବ୍ୟବହାର କରୁଥିବା ସ୍ବାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କ ଠାରୁ ଜଣାଯାଇଛି ା ସୂଚନା ଯୋଗ୍ୟ ଯେ, କଂଟିଲୋ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ କଂଟିଲୋ ତଥା ଏହାର ଆଖ ପାଖ ବାଣପୁର, ସିଧାମୂଳା, ବେଣାଗାଡିଆ, ପଥରଚକଡା, ଧାନଚେଙ୍ଗଡା, କେନ୍ଦୁପଲ୍ଲ୍‌ୀ ଆଦି ୭ ଟିପଂଚାୟତର ପ୍ରାୟ ୪୦ରୁ ୫୦ ହଜାର ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥା‘ି ା ଏହାଛଡା କଂସା ପିତଳ ବାସନ ଶିଳ୍ପପାଇଁ ପ୍ରସିଦ୍ଧି ଲାଭ କରିଥିବା କଂଟିଲୋ ନୀଳମାଧବ ପୀଠ ଜଗନ୍ନାଥ ସଂସ୍କୃତିର ଆଦିପୀଠ ଏବଂ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ା ଏଥି ପାଇଁ ପ୍ରତ୍ୟେହ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ପରିଦର୍ଶନରେ ଆସିଥା‘ି ା ତେବେ କଂଟିଲୋ ପର୍ଯ୍ୟଟନ ପୀଠରେ ପର୍ଯ୍ୟଟକମାନଙ୍କ ସ୍ନାନ ଶୈାଚାଦି ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଯାନବାହନରେ ଏଠାକୁ ଆସୁଥିବା ପର୍ଯ୍ୟଟକ ସକାଳୁ ସକାଳୁ ସ୍ନାନ ଶୈାଚାଦି ପାଇଁ ସ୍ଥାନୀୟ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟକୁ ମେଡିକାଲ କର୍ତୃପକ୍ଷ କିମ୍ବା କର୍ମଚାରୀଙ୍କ ବାରଣ ସତ୍ୱେ ବାଧ୍ୟ ବାଧ୍ୟକତାରେ ସ୍ନାନ ଶୈାଚାଦି କାର୍ଯ୍ୟ ସଂପନ୍ନ କରିଥା‘ି ା ବିଭାଗୀୟ କର୍ମଚାରୀଙ୍କ ସୂଚନା କ୍ରମେ ଚଳିତ ବର୍ଷ ଲକ୍ଷାଧିକ ମହିଳା ଓ ପୁରୁଷ ଏହି ଶୈାଚାଳୟ ବ୍ୟବହାର ପାଇଁ ରୋଗୀ ତଥା ରୋଗୀ ସଂପର୍କୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସଂପୃକ୍ତ ବାହାର ବ୍ୟକ୍ତିମାନେ ବ୍ୟବହାର କରିଛ‘ି ା
ଏଠାରେ ସୂଚନା ଯୋଗ୍ୟ ଯେ, ବାହାରୁ ଆସୁଥିବା ଲୋକମାନଙ୍କ ଯଦି କେହି କିଛି ନାକିଛି ରୋଗରେ ସଂକ୍ରମିତ ହୋଇଥା‘ି ତେବେ ଏହି ରୋଗ ଅନ୍ୟମାନଙ୍କୁ ଏହି ଶୈାଚାଳୟ ମାଧ୍ୟମରେ ସଂକ୍ରମଣ କରିବାର ବହୁତ ସମ୍ଭାବନା ରହିଛି ା ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ସଂପ୍ରତି ରଥଯାତ୍ରା ଓ ବାହୁଡା ଯାତ୍ରା ଅବସରରେ ପୁରୀରୁ ଫେରି କଂଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସି ଏପରି ସମସ୍ୟା ସୃଷ୍ଟି କରୁଥିବା ଜଣାଯାଇଛି ା ରୋଗୀ କିମ୍ବା ତାଙ୍କ ସଂପର୍କୀୟଙ୍କ ବ୍ୟତିତ ଅନ୍ୟ କେହି ଯେପରି ସମୁହ ସ୍ବାର୍ଥ ଦୃଷ୍ଟିରୁ ସ୍ବାସ୍ଥ୍ୟକେନ୍ଦ୍ର ଶୈାଚାଳୟକୁ ବ୍ୟବହାର ନ କର‘ି ସେଥିପ୍ରତି ସ୍ଥାନୀୟ ପଂଚାୟତ କର୍ତୃପକ୍ଷ, ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା ଏ ସଂପର୍କରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିସତ୍ାଧାରୀ ଡ ମକରନ୍ଦ ବେଉରାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ରୋଗୀ ଓ ତାଙ୍କ ଅଟେଣ୍ଡାଂଟ ବ୍ୟତିତ ଅନ୍ୟ କୈାଣସି ବ୍ୟକ୍ତିଙ୍କୁ ଶୈାଚାଳୟ ବ୍ୟବହାର ପାଇଁ ବାରଣ କରାଯିବା ଉଚିତ ବୋଲି ମତ ଦେବା ସହ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image