ବାଲେଶ୍ୱର ଜିଲାରେ ବାତ୍ୟାର ତାଣ୍ଡବ ଆରମ୍ଭ କରି ଦେଇଛି । ଆଉ ମାତ୍ର କିଛି ସମୟ ମଧ୍ୟରେ ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଉଁଥିବା ବେଳେ ଇଏ ତା ପୂର୍ବର ଦୃଶ୍ୟ । ଚାନ୍ଦିପୁରରେ ସମୁଦ୍ର ଜୁଆର ଅଧିକ ଜୋରରେ ଉଠୁଛି । ପବନର ବେଗ ମଧ୍ୟ ବଢି ଯାଇଛି । ଦେଖନ୍ତୁ ସମୁଦ୍ର କିଭଳି ଅଶାନ୍ତ ରହିଛି