ବ୍ରିଟେନ ରୟାଲ ସୋସାଇଟିର ସଦସ୍ୟ ହେଲେ ଦେବ ଆରିଷ୍ଟୋଟଲ

ଲଣ୍ଡନ,୨୪।୬: ପ୍ରସିଦ୍ଧ ବୈଜ୍ଞାନିକ ତଥା ଆଧୁନିକ ଆଇନଷ୍ଟାଇନ ଭାବେ ଜଣାଶୁଣା ଦେବ ଆରିଷ୍ଟୋଟଲ ପଞ୍ଚାରିଆଙ୍କୁ ବ୍ରିଟେନର ରୟାଲ ସୋସାଇଟି ଦ୍ୱାରା ମୁଖ୍ୟ ରାଜ ପରିଷଦର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ଆଗାମୀ ନିର୍ବାଚନରେ ତାଙ୍କୁ କାଉନସିଲରେ ସାମିଲ କରାଯାଇଛି। ଦେବଙ୍କ ଏହି ସଫଳତା ଭାରତ ପାଇଁ ଗର୍ବର ବିଷୟ। ରାଜ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଅରସ୍ତୁ ପଞ୍ଚାରିଆ ହେଉଛନ୍ତି ପ୍ରଥମ ଭାରତୀୟ।

 

Share