ତିର୍ତ୍ତୋଲ ଅଞ୍ଚଳ ଉପନିର୍ବାଚନ ପାଇଁ ସରଗରମ। ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। ନିର୍ବାଚନକୁ ଆଉ ହାତ ଗଣତି କେତୋଟି ଦିନ ବାକିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳଗୁଡିକର ନେତାମାନେ ପ୍ରଚାରରେ ଯୋଗ ଦେଇଛନ୍ତି। ତେବେ ଉପନିର୍ବାଚନକୁ ନେଇ ଭୋଟରଙ୍କ ମତ କଣ ଦେଖନ୍ତୁ ଏହି ରିପୋର୍ଟରେ।