Categories: Video

କାନ୍ଦିକାନ୍ଦି କହିଲେ ପ୍ରଭୁ ରକ୍ଷାକର

ଭାବ ବିହ୍ୱଳ ହୋଇ ପଡିଲେ ଶ୍ରଦ୍ଧାଳୁ। ଦୁଇ ବର୍ଷ ହେଲା ଭଗବାନଙ୍କ ଏହି ନୀତିକାନ୍ତି ଦେଖିନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ। କେମିତି ସେମାନେ ତାଙ୍କ କାଳିଆ ସାଆନ୍ତଙ୍କୁ ଦେଖିବେ ଗଜ ବେଶରେ। ଭଗବାନଙ୍କୁ ନିବେଦନ କରି କହିଲେ ‘ହେ ପ୍ରଭୁ ଏ କରୋନା ଦାଉରୁ ରକ୍ଷାକର’।