ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଧାମି ସରକାର

ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତେବେ ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଭୋର ସମୟରେ ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ। ହେଲେ ରୁର୍କୀ ନିକଟରେ କାର୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପନ୍ତ ଠିକ୍‌ ସମୟରେ କାର୍‌ର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଜାଣନ୍ତୁ କେଉଁଠୁ ଆସୁଛନ୍ତି ସବୁଠାରୁ ଅଧିକ NRI

ନୂଆଦିଲ୍ଲୀ,୪।୧: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଆୟୋଜିତ ହେଉଛି। ଭୁବନେଶ୍ୱରରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ,୪।୧: ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରାଯାଉଛି, ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି ଏବଂ ସେମାନଙ୍କୁ ଗିରଫ କରାଯାଉଥିବା ବେଳେ ଅନ୍ୟପଟେ...

ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…

ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍‌ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ...

ପତ୍ନୀ ଧନଶ୍ରୀଙ୍କ ସହ ଫଟୋ ଡିଲିଟ୍‌ କରି ଅନ୍‌ଫଲୋ କଲେ ଯୁଜବେନ୍ଦ୍ର, ସ୍ପଷ୍ଟ ହେଲା…

ନୂଆଦିଲ୍ଲୀ,୪।୧: ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼। କିଛିଦିନ ତଳେ ସେ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ଛାଡ଼ପତ୍ର ଦେଉଥିବା ଖବର ଚର୍ଚ୍ଚାରେ ରହିଥିଲା।...

ଉଜୁଡିଗଲା ଚହଲ-ଧନଶ୍ରୀଙ୍କ ଘର! କପଲଙ୍କର ହେବ ଛାଡପତ୍ର, ଜାଣନ୍ତୁ କ’ଣ ଏହାର ସତ୍ୟତା

ନୂଆଦିଲ୍ଲୀ,୪।୧: କିଛି ଦିନ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବରକୁ ନେଇ ଭାରତୀୟ ପ୍ରଶଂସକମାନେ ଆଶ୍ଚର୍ଯ୍ୟ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ 

ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri