Categories: Video

Dharitri Live impact: Bridge at Rajakhama soon | ଧରିତ୍ରୀ ପ୍ରଭାବ –ତତ୍ପରତା ଦେଖାଇଲା ପ୍ରଶାସନ

Days after Dharitri Live carried the story of Rajakhama villagers under Mohana block in Gajapati district who cross the swollen river while holding on to a GI wire, the local administration has taken note of the issue. They recently reached the village for a field tour and have assured the villagers to build a bridge.

ଉଛୁଳା ନଦୀରେ ବିଦ୍ୟୁତ୍ ତାର ଧରି ନଦୀ ପାର ହେବା ଘଟଣା ଧରିତ୍ରୀ ଲାଇଭରେ ପ୍ରସାରିତ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମୋହନା ବିଡିଓ ଓ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବଶିଘ୍ର ନଦୀ ଉପରେ ପୋଲ ନିର୍ମାଣ କରାଯିବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି।