ପୋଷ୍ଟାଲ ବାଲଟ ଗଣତିରେ ଧର୍ମେନ୍ଦ୍ର ଆଗୁଆ

ସମ୍ବଲପୁର,୪।୬: ଆରମ୍ଭ ହୋଇଛି ଓଡ଼ିଶାରେ ମତ ଗଣନା। ସକାଳ ୮ରୁ ମତ ଗଣନା ଆରମ୍ଭ ହୋଇଛି। ତେବେ ଗତ ଲୋକ ସଭା ନିର୍ବାଚନରେ ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଛି। ବାଲାଟ ପେପର ଗଣତିରେ ଧର୍ମେନ୍ଦ୍ର ଆଗୁଆ ଅଛନ୍ତି। ସୂଚନାଥାଉ କି, ଓଡ଼ିଶା ବିଧାନସଭାରେ ବିଜେଡିକୁ ୧୧ ସିଟ ମିଳିଥିବାବେଳେ, ଭାଜପା ୫ଆସନରେ ଆଗୁଆ ଅଛି।

Share