Posted inVideo

Dhenkanal’s famous Laxmi Puja | ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜା

Featured Video Play Icon

In this episode of Dharitri Live, we bring you the famous Laxmi Puja of Dhenkanal that is being celebrated in 38 pandals across the town. Dhenkanal has undergone a makeover with colourful decorative lights, large attractive pandals, public entertainment shows and great street food options for the Puja. Gold and silver adorned statues of the Goddess of Wealth are drawing devotees to the pandals.

ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ପୂରା ଢେଙ୍କାନାଳ ସହର। ୧୩ ଦିନ ଧରି ହେଉଥିବା ପୂଜାରେ ଏଥର ୩୮ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ। ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳା ଏବଂ ମା’ଙ୍କ ସୁନା ଓ ଚାନ୍ଦି ମେଢ ଦର୍ଶକଙ୍କ ଆଖିକୁ ଝଲସାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri