Posted inଖେଳ

ବିଶ୍ୱର ପ୍ରଥମ ଉଇକେଟ୍‌କିପର୍‌ ଭାବେ ଏମିତି କାରନାମା କଲେ ଧୋନୀ

ବିଶାଖାପାଟନମ,୧।୪: ଆଇପିଏଲ୍‌ ୨୦୨୪ର ଏମଏସ ଧୋନୀ ପ୍ରଥମ ଦୁଇଟି ମ୍ୟାଚରେ ଏମଏସ ଧୋନୀ କେବଳ ଉଇକେଟକିପିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପି ବିପକ୍ଷରେ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ଖେଳିଥିଲା ଏବଂ ଏଥିରେ ମାହିଙ୍କ ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା। ବ୍ୟାଟିଂରେ ଧୋନୀ ୪ ଚୌକା ଓ ୩ ଛକା ସହାୟତାରେ ୧୬ ବଲରେ ୩୭ ରନ ସ୍କୋର କରିଥିଲେ। କିନ୍ତୁ ଏହାପୂର୍ବରୁ ସେ ଉଇକେଟ କିପିଂରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ ଏବଂ ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଥିଲେ ଏବଂ ଏହି ମାଇଲଖୁଣ୍ଟ ହାସଲ କରିବାରେ ସେ ଦୁନିଆର ପ୍ରଥମ ଉଇକେଟକିପର ହୋଇଥିଲେ।
ଧୋନୀ ଟି-୨୦ କ୍ରିକେଟରେ ଷ୍ଟମ୍ପ ପଛରୁ ୩୦୦ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ଶିକାର କରିଥିଲେ। ଟି-୨୦ର ୩୬୭ ଇନିଂସରେ ମାହି ଉଇକେଟକିପର ଭାବରେ ୩୦୦ ବ୍ୟାଟ୍ସମ୍ୟାନଙ୍କ ପାଭିଲିୟନକୁ ରାସ୍ତା ଦେଖାଇଥିଲେ। ଧୋନୀ ୩୦୦ ମାର୍କ ଛୁଇଁ ଦୁନିଆର ପ୍ରଥମ ଉଇକେଟ କିପର ହୋଇଥିଲେ। ପାକିସ୍ତାନର ପୂର୍ବତନ ଉଇକେଟ କିପର କମ୍ରାନ ଆକମଲ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୮୧ ଇନିଂସରେ ୨୭୧ ବ୍ୟାଟ୍ସମ୍ୟାନ ଶିକାର କରିଛନ୍ତି।

ଟି -୨୦ରେ ଉଇକେଟ କିପର ଭାବରେ ସର୍ବାଧିକ ଶିକାର

ଏମ୍‌ଏସ୍‌ ଧୋନୀ- ୩୦୦ (୩୬୭ ଇନିଂସରେ)

କମ୍ରାନ ଆକମଲ- ୨୭୪ (୨୮୧ ଇନିଂସରେ)

ଦୀନେଶ କାର୍ତ୍ତିକ- ୨୭୪ (୩୨୫ ଇନିଂସରେ)

କ୍ୱିଣ୍ଟନ ଡି କକ- ୨୭୦ (୨୯୦ ଇନିଂସରେ)

ଜୋସ ବଟଲର୍‌- ୨୦୯ (୨୫୯ ଇନିଂସରେ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌରକୁ ଜିତାଇଲେ ପୁରନ୍‌-ମାର୍ଶ

ହାଇଦ୍ରାବାଦ,୨୭ା୩: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୫ ଉଇକେଟରେ ସନରାଇଜର୍ସ ହାଇଦ୍ରବାଦ (ଏସ୍‌ଆରଏଚ୍‌)କୁ ପରାସ୍ତ...

IPL 2025: କିଏ ସେହି ପ୍ରିନ୍ସ ଯାଦବ? ଯାହାଙ୍କ ସାମ୍ନାରେ କ୍ଲିନ ବୋଲ୍ଡ ହେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ,୨୭।୩: IPL ୨୦୨୫ରେ, ଅଜଣା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ନିଜର ଛାପ ସୃଷ୍ଟି କରୁଛନ୍ତି। ଏବେ ଏହି ତାଲିକାରେ ଦିଲ୍ଲୀର ପ୍ରିନ୍ସ ଯାଦବଙ୍କ ନାମ...

ଭାରତୀୟ ଦଳର କୋଚିଂ ଷ୍ଟାଫ୍‌ରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭ା୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ କିଛି ବଡ଼ ପରିବର୍ତ୍ତନ କରାଯାଇପାରେ। ଏକ...

WPLରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍‌ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି...

ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍‌ ଦିଆଯାଇଥିବା ନାମକୁ...

କ୍ୟାଚ ସହଜ କରିବାକୁ ଅନନ୍ୟ କୌଶଳ ଆପଣାଇ ଚର୍ଚ୍ଚାରେ Quinton De Kock, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୩: ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର କ୍ୱିଣ୍ଟନ ଡି କକ ତାଙ୍କର କ୍ରିକେଟ ଜ୍ଞାନର ଖୁବ ଭଲ ପ୍ରଦର୍ଶନ କରିଥିଲେ।...

ତୁର୍କି ସିରିଜରେ ନଜର ଆସିଲେ ବିରାଟ କୋହଲି? ଆଖିରୁ ଦାଢି ସବୁ ସମାନ, ଧୋକା ଖାଇଯିବ ଆଖି

ନୂଆଦିଲ୍ଲୀ,୨୭।୩: କୁହାଯାଏ ଯେ ବିଶ୍ୱରେ ସାତ ଜଣ ଲୋକ ଅଛନ୍ତି ଯେଉଁମାନଙ୍କର ମୁହଁ ସମାନ, କିନ୍ତୁ ଏହି ଲୋକମାନେ ମୁହାଁମୁହିଁ ହେବା ବହୁତ କମ। ବେଳେବେଳେ...

ମୋଦିଙ୍କ କଥା ରଖିଲେ ପୁଟିନ: ଭାରତ ଆସିବା ପୂର୍ବରୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ/ମସ୍କୋ,୨୭।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image