ଯାତ୍ରୀଙ୍କ ସୁବିଧା ପାଇଁ ଏବେ ରେଲୱେ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଏବେ ୧୩୯ ନମ୍ବରରେ ଯାତ୍ରୀ ସମସ୍ତ ଅଭିଯୋଗ କରି ପାରିବେ । ଏଥିପାଇଁ ଆଉ ଯାତ୍ରୀଙ୍କୁ ଭିନ୍ନଭିନ୍ନ ନମ୍ବର ଲଗାଇବାକୁ ପଡିବ ନାହିଁ । ରେଲୱେ ପକ୍ଷରୁ ୧୩୯ ନମ୍ବରରେ ସମସ୍ତ ସେବା ପାଇଁ ଅଭିଯୋଗ କରିହେବ ।