ସଂଳାପ ଲେଖକ ଜନ୍‌ ପଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ପ୍ରଖ୍ୟାତ ମାଲାୟଲମ ସଂଳାପ ଲେଖକ ଜନ୍‌ ପଲ୍‌ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ କାରଣରୁ ବହୁ ରୋଗରେ ଜନ୍‌ ଆକ୍ରାନ୍ତ ଥିଲେ ଜନ୍‌। ତେବେ ନିଶ୍ୱାସ ନେବାରେ ଅସୁବିଧା ବୋଧ ହେବା ପରେ ଗତ ୨ ମାସ ଧରି କୋଚିର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଏକାଧିକ ସୁପରହିଟ୍‌ ମାଲାୟଲମ ଫିଲ୍ମର ସଂଳାପ ଜନ୍‌ ଲେଖିଛନ୍ତି।

Share