Categories: ଜାତୀୟ

ଇସ୍ତଫା ଦେଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହାର ସୂଚନା ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପତ୍ର ଲେଖି ଜଣାଇଛନ୍ତି।

Share