Posted inଖେଳ

ସନ୍ନ୍ୟାସ ନନେଇ କୋଚ୍‌ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍‌ ଇଣ୍ଡିଆ ବିପକ୍ଷରେ କରିବେ କାମ

ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜର ଠିକ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ନ ଥିବା ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ଟେଷ୍ଟ ସିରିଜ ପୂର୍ବରୁ ୯ ଦିନ ଲାଗି ଇଂଲଣ୍ଡ ଟିମ୍‌ ସହ ଯୋଡ଼ି ହୋଇଛନ୍ତି।

इस सीरीज से ठीक पहले एक बड़ी खबर आई है. टीम इंडिया के दिग्गज विकेटकीपर-बल्लेबाज दिनेश कार्तिक इस दौरान भारतीय टीम के खिलाफ ही काम करते दिखेंगे. इंटरनेशनल क्रिकेट से अभी तक संन्यास नहीं लेने वाले कार्तिक टेस्ट सीरीज से ठीक पहले इंग्लैंड की टीम के साथ जुड़ गए हैं. (Photo: AFP)

ଜାନୁଆରୀ ୧୭ରେ ଇଣ୍ଡିଆ ଏ ଏବଂ ଇଲଂଣ୍ଡ ଏ(ଲାଏନ୍ସ) ମଧ୍ୟରେ ଏକ ଅନଔପଚାରିକ ସିରିଜ ଖେଳାଯିବ। ଏଥିରେ କାର୍ତ୍ତିକ ଇଂଲଣ୍ଡ ଟିମ୍‌ର କୋଚିଂ ଷ୍ଟାଫ୍‌ଙ୍କ ସହ ଯୋଡ଼ି ହୋଇଛନ୍ତି। ସେ ବ୍ୟାଟିଂ ପରାମର୍ଶଦାତା ଭାବେ ତାମିଲନାଡ଼ୁର ଏହି ଅନୁଭବୀ କ୍ରିକେଟରଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

इंग्लैंड क्रिकेट बोर्ड ने बुधवार 10 जनवरी को ऐलान किया कि तमिलनाडु के अनुभवी कीपर-बल्लेबाज कार्तिक इस सीरीज के शुरुआती दिनों में इंग्लैंड लायंस के साथ बैटिंग कंसल्टेंट यानी बल्लेबाजी सलाहकार के रूप में जुड़ेंगे. (Photo: PTI)

ଭାରତୀୟ ମଇଦାନ ଉପରେ କାର୍ତ୍ତିକଙ୍କ ଅଭିଜ୍ଞତା ରହିଛି। ଏଣୁ ତାଙ୍କର ପରାମର୍ଶକ୍ରମେ ଇଂଲଣ୍ଡ ଲାଏନ୍ସର ବ୍ୟାଟ୍ସମ୍ୟାନ୍‌ ଭଲ ଖେଳିପାରନ୍ତି। ଏଣୁ ଇଣ୍ଡିଆ ଏ’ ଟିମ୍‌ର ଚିନ୍ତା ବଢ଼ିଛି। କେବଳ ଏତିକି ନୁହେଁ, ଟେଷ୍ଟ ସିରିଜ ସମୟରେ ଯଦି କେହି ବ୍ୟାଟ୍ସମ୍ୟାନ୍‌ ଆହତ ହୁଅନ୍ତି ତେବେ ଇଂଲଣ୍ଡ ଟିମ୍‌ ଲାଏନ୍ସର କୌଣସି ବ୍ୟାଟ୍ସମ୍ୟାନକୁ ଦଳରେ ଯୋଡ଼ି ପାରନ୍ତି। ଏଣୁ ଇଂଲଣ୍ଡ ଲାଭରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦ ଓଭରରେ ୩୪୪ ରନ୍‌ କରି ବିଶ୍ୱ ରେକର୍ଡ କଲା ଏହି ଟିମ୍‌

ନୂଆଦିଲ୍ଲୀ,୨୩।୧୦: ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ସ୍କୋରର ନୂଆ ରେକର୍ଡ କରିଛି ଜିମ୍ବାଓ୍ବେ। ସିକନ୍ଦର ରାଜାଙ୍କ ଅଧିନାୟକତ୍ୱରେ ଦଳ ଗାମ୍ବିଆ ବିପକ୍ଷ ଟି୨୦...

କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍‌ସିବିରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୨୩।୧୦: ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ...

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri