ବିକିନୀ ପିନ୍ଧି ସମୁଦ୍ରକୂଳରେ ନଜର ଆସିଲେ ଦିଶା: ପ୍ରଶଂସକ କହିଲେ…

ମୁମ୍ବାଇ,୧୫।୧୧-ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ଦିଶା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦିଶାଙ୍କ ଏପରି ଫଟୋରେ କଳାକାରଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଭିନ୍ନଭିନ୍ନ ମତ ଦେଇ ଦେଇଛନ୍ତି। ଜଣେ ପ୍ରଶଂସକମାନେ ଦିଶିଙ୍କ ପୋଷ୍ଟରେ ହାର୍ଟ ଏବଂ ଫାୟାର ଇମୋଜି ସେୟାର କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ମାମ୍‌, ଆପଣ ନଭେମ୍ବରରେ ନିଆଁ ଲଗାଇ ଦେଇଛନ୍ତି।

 

Share