ଜାତୀୟ ପତାକାକୁ ଅସମ୍ମାନ, ଅପରାହ୍ନ ଯାଏ ତଳେ…

ମାଲକାନଗିରି,୨୬।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପାଙ୍ଗାମ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି । ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକାଟି ତଳକୁ ଖସି ଆସିଥିଲା । ତେବେ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦିନ ତମାମ ଜାତୀୟ ପତାକାଟି ତଳେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ତେବେ ବିଦ୍ୟାଳୟରେ ସରସ୍ବତୀ ପୂଜା ଥିବାବେଳେ ଶିକ୍ଷକ ଓ ଛାତ୍ରୀଛାତ୍ର ବିଦ୍ୟାଳୟରେ ଉପସ୍ଥିତ ରହିଛନ୍ତି। ପରେବି ଏଥିପ୍ରତି କାହାର ନଜର ନ ଥିଲା। ସୋସିଆଲ ମିଡିଆରେ ଉକ୍ତି ଭିଡିଓ ଭାଇରାଲ ହେବା ପରେ ଅପରାହ୍ନରେ ପତାକା କଢ଼ାଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବେଆଇନ ବାଲି ଚୋରାଚାଲାଣ: ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ…

ଦିଗପହଣ୍ଡି, ୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମଦେଇ ବହି ଯାଉଥିବା ବାହୁଦା ନଦୀଶଯ୍ୟାରୁ ଆନ୍ଧ୍ରକୁ ବାଲି...

ଗିରଫ ହେଲେ କୋଟିପତି ଖଣି ଅଧିକାରୀ

କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି।...

୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର

ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି।...

ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା...

ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୨୮ା୧୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ...

ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ

ବ୍ରହ୍ମପୁର,୨୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଘରୋଇ ହିଂସା ଓ ପୂର୍ବ ଶତ୍ରୁତାରୁ ମାସେ ଭିତରେ ୩ ମୁଣ୍ଡ ଗଡ଼ିସାରିଲାଣି। ପୂର୍ବରୁ ଶେରଗଡ଼ରେ ଦୁଇଟି ହତ୍ୟାକାଣ୍ଡ...

ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ...

ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର

ଜଳେଶ୍ୱର,୨୮।୧୧: ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri