ଢେଙ୍କାନାଳ ଅଫିସ, ୮।୧ ଢେଙ୍କାନାଳ ଛାତ୍ର କଂଗ୍ରେସର ଜିଲା କମିଟି ଘୋଷଣା କରାଯାଇଛି। ଉପସଭାପତି ଭାବେ ଦୁର୍ଗାଦତ୍ତ ମିଶ୍ର, ସିଦ୍ଧାନ୍ତ ମିଶ୍ର, ଶାରଦା ମହାନ୍ତି, ଶୁଭଲକ୍ଷ୍ମୀ ରାଉତ, ଇନ୍ଦ୍ରଜିତ୍ ସିଂ, ନୀତୀଶ ବେହେରା, ଅଜିତ୍ ସାହୁ, ସାଧାରଣ ସମ୍ପାଦକ ଭାବେ ଡୋନେଶ ମହାପାତ୍ର, ରାହୁଲ୍ ସାହୁ, ସଂଗ୍ରାମ ସାହୁ, ରଜତ ନାୟକ, ବାସୁଦେବ ନାୟକ, ଅମ୍ରିତ୍ ନନ୍ଦ, ବିଦ୍ୟୁଷ୍ ଗୋଚ୍ଛାୟତ, ବିଜ୍ଞାସ୍ ପ୍ରଧାନ, ସୁଜିତ୍ ମଲ୍ଲିକ, ରୀତେଶ ଜେନା, ଦେବେନ୍ଦ୍ର ମହାନ୍ତି, ଋତୁରାଜ ପରିଡା, ରୋଶନ ମହାପାତ୍ର, ଦେବବ୍ରତ ସାହୁ, ଲୋକନାଥ ହେମ୍ବ୍ରମ୍, ଜିତେନ୍ଦ୍ର ସାମଲ,ଅମୂଲ୍ୟ ଚିନ୍ନାରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସମ୍ପାଦକ ଭାବେ ସୌମ୍ୟଜିତ୍ ମଲ୍ଲିକ, କାହ୍ନୁଚରଣ ବସନ୍ତରା, ଶୁଭମ୍ ବାରିକ୍, ସୌମ୍ୟରଞ୍ଜନ ସିଂ, ସୂର୍ଯ୍ୟନାରାୟଣ ସେନାପତି, ସାଗର ବେହେରା, ସୌମ୍ୟରଞ୍ଜନ ପରିଡ଼ା, ଆକାଶ ବେହେରା, ଦେବାଶିଷ ସାହୁ, ସାଜିଦ୍ ବେଗ୍, ଆଶୁତୋଷ ମହାପାତ୍ର, କରନ୍ ପ୍ରତାପ ସିଂ, କାଳିଆ ଦାସ, ଅଭିଜିତ୍ ମହାପାତ୍ର, ସତ୍ୟଜିତ୍ ନାୟକ, ମନୋରଞ୍ଜନ ଧଳ, ପ୍ରତାପ ମହାନ୍ତି, ପ୍ରତ୍ୟୁଷ ପରିଡା, ସୌମେନ୍ଦ୍ର ନାରାୟଣ, ସତ୍ୟଜିତ୍ ବେହେରା, ଜ୍ଞାନରଞ୍ଜନ ବିଶ୍ୱାଳ, ତନ୍ମୟ କୁମାର ପ୍ରଧାନ, ସୁଜିତ୍ କୁମାର ନାୟକ, ପ୍ରଜ୍ଞାବ୍ରତ ପରିଡା, ଜ୍ୟୋତିରଞ୍ଜନ ବାରିକ୍, ଶ୍ୱାତୀପ୍ରିୟା ସ୍ବାଇଁ, ସେଲିମ୍ ବେହେରା, ପ୍ରିୟଙ୍କା ମଲ୍ଲିକ, ସରୋଜ ପଣ୍ଡା, ପ୍ରକାଶ ନାୟକ, ମନୋଜ ସାମଲ, ଦିଲୀପ ସାସ୍ମଲ୍, ବିମଳ ନାୟକ ଓ ପ୍ରତାପ ସାହୁଙ୍କୁ ଚୟନ କରାଯାଇଛି। ସେହିପରି ସଦର ନିର୍ବାଚନମଣ୍ଡଳୀ ସଭାପତି ଭାବେ କମଲ୍ପ୍ରୀତ୍ ସିଂ, କାମାକ୍ଷାନଗର ପାଇଁ ଏ.ପି.ଜେ ଅଞ୍ଜଳି, ହିନ୍ଦୋଳ ପାଇଁ ସାରସ୍ବତ ମିଶ୍ର, ପରଜଙ୍ଗ ପାଇଁ ସୌମ୍ୟରଞ୍ଜନ ସେଠ୍, ମିଡିଆ ସେଲ୍ ଇନ୍ଚାର୍ଜ ଭାବେ ସୋହେଲ୍ ଆକ୍ରମ୍ ଏବଂ ଶୁଚିସ୍ମିତା ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ୍ ୟାସିର୍ ନୱାଜଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିବା ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ଦାଶ ସୂଚନା ଦେଇଛନ୍ତି।