ବଲିଉଡ୍ର ଲୋକପ୍ରିୟ ସ୍ଲୋ ମୋଶନ ଗୀତରୁ ଆରମ୍ଭ ହୋଇଥିଲା ବଲିଉଡ୍ କଣ୍ଠଶିଳ୍ପୀ ଦିବ୍ୟ କୁମାରଙ୍କ ପରିବେଷଣ। ରବା ରବା ଶୁକର ତେରା.., ତେରେ ବିନ୍ ନେହିଁ ଲଗଦ୍ ଦିଲ୍ ମେରା.., ମସ୍ତ ମଗନ୍.., କେଶରିୟା.., ମସ୍କ କଲନ୍ଦର.., ତୁ ମେରା ଦିଲ୍.. ଭଳି ଗୀତରେ ପ୍ରେମ ଓ ରୋମାଣ୍ଟିକ ଭରିଥିଲେ ଦିବ୍ୟ। ଏହାପରେ ଟିକେ ଦର୍ଶକଙ୍କୁ ନଚାଇବା ପାଇଁ ହବନ କରେଙ୍ଗେ.., ଶୁନୋ କାଲ ରାତ କି କାହାମନି ଗୀତ ଗାଇ ଜୋସ୍ ଭରି ଦେଇଥିଲେ।