Categories: Video

Divya’s social media secret! | ଦିବ୍ୟାଙ୍କ ସୋସିଆଲ ମିଡ଼ିଆ ସିକ୍ରେଟ

In this episode of ‘Star Speaks’, Odia actress Divya will be our guest. This talented actress has been able to make a place for herself among the audiences through her brilliant acting. Let’s learn more about her.

ଷ୍ଟାର ସ୍ପିକରେ ଏଥର ଆମର ଅତିଥି ହେଉଛନ୍ତି ଓଲିଉଡ଼ ଅଭିନେତ୍ରୀ ଦିବ୍ୟା । ନିଜର ଅଭିନୟ ଜାଦୁରେ ସେ ଓଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଆଜିର ଏହି ଏପିସୋଡରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକ କିଛି?