Categories: ଜାତୀୟ

ଡିଏମ୍‌କେ ଆଗରେ: ପଛରେ ପଡ଼ିଲା ଏଆଇଏଡିଏମ୍‌କେ…

ଚେନ୍ନାଇ,୨।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଡିଏମ୍‌କେ ୧୩୨ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଆଇଏଡିଏମ୍‌କେ ୯୨ ଆସନରେ ଆଗୁଆ ରହିଛି। ରାଜ୍ୟର ୨୩୪ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୮ ରହିଛି।

Share