Categories: ଫୁରସତ

ରସଗୋଲାର ପ୍ରକୃତ ଇଂରାଜୀ ନାମ ଜାଣନ୍ତି କି

ଅନେକ ଖାଦ୍ୟ ପଦାର୍ଥ ରହିଛି, ଯାହାର ବିଶେଷ ଇଂରାଜୀ ନାମ ଅଛି। କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଜାଣି ନ ଥାଉ। ଆମେ ସେହି ଖାଦ୍ୟଗୁଡ଼ିକୁ କେବଳ ହିନ୍ଦୀ ଅନୁଯାୟୀ ଇଂରାଜୀ ଶବ୍ଦରେ ଲେଖୁ । ଯଦି ରସଗୋଲା ବିଷୟରେ ପଚରାଯାଏ, ତେବେ ବୋଧହୁଏ ଅଧିକାଂଶ ଲୋକ କହିବେ ଇଂରାଜୀରେ rasgulla ଅର୍ଥାତ୍‌ ରସଗୋଲା କୁହାଯାଏ। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ। ଏହାର ପ୍ରକୃତ ଇଂରାଜୀ ନାମ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ବଜାରରେ ରସଗୋଲା ବିକ୍ରି ହେଉଥିବାର ଦେଖିଥିବେ ନିଶ୍ଚିତ। ଏଗୁଡ଼ିକ ଶିରାରେ ବୁଡ଼ି ରହିଥାଏ। ରସଗୋଲା କ୍ଷୀର, ଛେନା ମିଶାଯାଇ ତିଆରି ହୋଇଥାଏ। ପରେ ଚିନି ଶିରାରେ ପଡ଼େ। ରସଗୋଲାର ପ୍ରକୃତ ଇଂରାଜୀ ନାମ ହେଉଛି ସିରପ ଫିଲ୍ଡ ରୋଲ୍‌। ଅର୍ଥାତ୍‌ ଶିରାରେ ପଡ଼ିଥିବା ରୋଲ୍‌ ବା ଗୁଳା।

Share