Posted inଫୁରସତ

କରୋନା ଭାଇରସ ନୂଆ ଭାରିଆଣ୍ଟର ମିମିକ୍ରି କଲେ ଡାକ୍ତର, ଭିଡିଓ ଭାଇରାଲ

ପୁଣି ଥରେ ଡରାଇଲାଣି କରୋନା। ଦେଶରେ ୬୧୪ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୨୪ଘଣ୍ଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହାକୁ ନେଇ ଏକ ମିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ଡାକ୍ତର ମଜାଦାର ଅନ୍ଦାଜରେ କରୋନାର ନୂଆ ଭାରିଆଣ୍ଟର ମିମିକ୍ରି କରୁଥିବାର ନଜର ଆସିଛନ୍ତି। ଭାଇରାଲ ଭିଡିଓ ଦେଖି ଲୋକ ନ ହସି ରହି ପାରୁ ନାହାନ୍ତି। ଏଥିସହ ଭିଡିଓଟିକୁ ଖୁବ୍‌ ଶେୟାର ମଧ୍ୟ କରାଯାଉଛି।

 

View this post on Instagram

 

A post shared by Jagdish Chaturvedi (@drjagdishchatur)

ଭିଡିଓରେ ଡାକ୍ତରଜଣକ କରୋନାର ଭାଇରସର ମିମିକ୍ରି କରି କହୁଛନ୍ତି, କିଛିଦିନ ପାଇଁ ଏଠାରେ ଅଛି। ପରେ ସମସ୍ତଙ୍କ ସହ ଭେଟ ହୋଇ ଫେରିଯିବି। ଏଥିସହ ଭିଡିଓ ଆଳରେ ଲୋକଙ୍କୁ ସତର୍କ ରହି ଚଳିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍‌ଏଣ୍ଡ୍‌ ଛୁଟି

ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ...

ସର୍ବଦା ଲାଗି ରହୁଛିକି ଅଭାବ: ଦୀପାବଳିରେ କରନ୍ତୁ ଏପରି, ମିଳିବ…

ଆଲୋକର ପର୍ବ ଦୀପାବଳି ଘରକୁ ସୁଖ, ସମୃଦ୍ଧି ଆଣିଥାଏ; ଯାହାକୁ ଦୃଷ୍ଟିରେ ରଖି ଦୀପାବଳି ଆସିଲେ ଲୋକେ ଘରଦ୍ୱାର ସଫାସୁତରାରେ ଲାଗିଯାନ୍ତି। ତେବେ ଖାଲି ଘରଦ୍ୱାର...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri