Categories: ଫୁରସତ

ଆନିମଲ୍‌ର ‘ଲର୍ଡ ବବି’ଙ୍କ ଭଳି ମୁଣ୍ଡରେ ଗ୍ଲାସ ରଖି ମସ୍ତି କରୁଛି କୁକୁର, ଭିଡିଓ ଦେଖିଲେ ହେବେ ଚକିତ…

ନିକଟରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ୍‌’। ଏହାର କାହାଣୀ ସହ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିବାରେ ସଫଳ ହୋଇଛି। ସେଥିରୁ ଗୋଟିଏ ହେଲା ଅଭିନେତା ବବି ଦେଓଲଙ୍କର। ବିଶେଷକରି ତାଙ୍କର ‘ଲର୍ଡ ବବି’ ଭାବେ ଭିଡିଓ ଲୋକପ୍ରିୟତା ହାସଲ କରିଛି। ଏବେ ସୋସିଆଲ ମିଡିଆରେ ଏକ କୁକୁରକୁ ଠିକ୍‌ ବବିଙ୍କ ଭଳି ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଭାଇରାଲ ଭିଡିଓରେ କୁକୁରଟି ବବିଙ୍କ ଭଳି ମୁଣ୍ଡରେ ଗ୍ଲାସ ରଖି ଚାଲୁଛି। ଏହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ:

Share