Posted inଫୁରସତ

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର ଓଲ୍ଫଗେଙ୍ଗ ଲାଉନବର୍ଗର ନାମକ ଜଣେ ବ୍ୟକ୍ତି ନିଜର ୧୪ଟି କୁକୁରକୁ କୋଙ୍ଗା ନୃତ୍ୟ ଶିଖାଇଛନ୍ତି। କେବଳ ସେତିକି ନୁହେଁ ଏହି କୁକୁରମାନେ ଉକ୍ତ ନୃତ୍ୟ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ମଧ୍ୟ ପାଇଛନ୍ତି। ଲାଉନ୍‌ବର୍ଗର ତାଙ୍କ ୧୪ଟି କୁକୁର ଏମା, ଫିଲୋ, ଫିନ୍‌, ସାଇମନ, ସୁସି, ମାୟା, ଉଲ୍ଫ, ସ୍ପେକ, ବିବି, କେଟି, ଜେନିଫର, ଏଲ୍‌୍‌ଭିସ୍‌, ଚାର୍ଲି, ଓ କେଥିକୁ ପଛକୁ ପଛ ଧରି ଠିଆ ହେବାର ତାଲିମ ଦେଇଥିଲେ। ପରେ ୨୦୨୦ରେ ସେ ନିଜ କୁକୁରଗୁଡିକୁ କୋଙ୍ଗା ଲାଇନ୍‌ରେ ଠିଆ କରାଇ ନୃତ୍ୟ କରାଇ ରେକର୍ଡ କରାଇବାରେ ସଫଳ ହେଲେ। ଏହାର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା କୁକୁରମାନଙ୍କର ଏଭଳି ନୃତ୍ୟକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ଏହି ଦେଶ ହେବ ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ରାଷ୍ଟ୍ର

ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ମାଇକେଲ ଡି ନୋଷ୍ଟ୍ରାଡାମସ ତାଙ୍କର ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ନୋଷ୍ଟ୍ରାଡାମସ ତାଙ୍କ...

କିଛିବ୍ୟକ୍ତିଙ୍କ ହାତ-ପାଦରେ କାହିଁକି ଦେଖାଯାଏ ୬ଟା ଆଙ୍ଗୁଠି? କାରଣ ଜାଣିଲେ ତାଜୁବ ହେବେ

ଆପଣ କେବେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯାହାର ହାତରେ କିମ୍ବା ପାଦରେ ଛଅଟି ଆଙ୍ଗୁଠି ଅଛି? ଏହା ପଲିଡାକ୍ଟିଲି ନାମକ ଏକ ବିରଳ ଅବସ୍ଥା। ଏହା...

Type C charger ଖରାପ କରିପାରେ ମୋବାଇଲ, ନଷ୍ଟ ହୋଇପାରେ ଏହି ପାର୍ଟସ୍‌

ଆଜିକାଲି ଆଣ୍ଡ୍ରଏଡ ଠାରୁ ଆଇଫୋନ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଫୋନରେ USB ଟାଇପ C ଚାର୍ଜର ବ୍ୟବହାର କରାଯାଉଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି,...

ସପ୍ତାହରେ ୮ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ଏହି ରାଜ୍ୟର ଲୋକ, ସରକାରୀ କର୍ମଚାରୀ କରନ୍ତି ଏତିକି ସମୟ, ଦେଖନ୍ତୁ ରାଜ୍ୟଓ୍ବାରୀ ଲିଷ୍ଟ

ନୂଆଦିଲ୍ଲୀ,୧୨।୩: ଗତ କିଛି ମାସ ହେଲା ଭାରତରେ କାର୍ଯ୍ୟ ସମୟକୁ ନେଇ ବିବାଦ ଉଠୁଛି। ଯେତେବେଳେ କିଛି କର୍ପୋରେଟ ମାଲିକ ସପ୍ତାହରେ 70 ଘଣ୍ଟା କିମ୍ବା...

ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି…

ଭୁବନେଶ୍ୱର,୧୨ା୩: ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି...

ଘରେ ରଖାଯାଏ ଅଧାଜଳା ମୃତ ଶରୀର

କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ୍‌ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଜୀବନଶୈଳୀକୁ ନେଇ ଲୋକମାନେ ଜୀବନଧାରଣ କରି...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ

ବିଶ୍ୱ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। କିନ୍ତୁ ନିକଟରେ ଏପରି ଏକ ଭବିଷ୍ୟବାଣୀ ହୋଇଛି ଯାହା ସମସ୍ତଙ୍କୁ...

ହୋଲି ଗୀତରେ କାହିଁକି ଥାଏ ଜୋଗିରା ସା ରା ରା…୯୯% ଲୋକ ଜାଣି ନ ଥିବେ ଏହାର ଅର୍ଥ

ହୋଲି ଗୀତଗୁଡ଼ିକ ଉତ୍ସାରେ ପରିପୂର୍ଣ୍ଣ। ଫିଲ୍ମୀ ଗୀତ ହେଉ କିମ୍ବା ଲୋକଗୀତ… ସେମାନଙ୍କ ମଧ୍ୟରୁ ହୋଲିଗୀତରେ ଆପଣ ପ୍ରାୟତଃ ଜୋଗିରା ସା ରା ରା… ଶୁଣିଥିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri