କରୁଛନ୍ତି କି ଏକତରଫା ପ୍ରେମ

କୁହାଯାଏ ଯେ ଯେତେବେଳେ କିଏ କାହାକୁ ପ୍ରେମ କରେ, ଏହା ତାହା ଜୀବନର ଏକ ସୁନ୍ଦର ଅନୁଭବ। ସେ ସବୁକିଛି ଭଲ ଅନୁଭବ କରିଥାଏ। ନିଜ ପ୍ରେମରେ ହଜିଯାଏ। ମାତ୍ର ଯଦି ଏକପାଖିଆ ପ୍ରେମକରୁଛନ୍ତି ତେବେ ସତର୍କ ରହିବା ଆବଶ୍ୟକ, କାରଣ ଅନାବଶ୍ୟକ ପ୍ରେମ କରିବା ମଧ୍ୟ ବିପଜ୍ଜନକ ହୋଇପାରେ। ଅନେକ ଥର ଦେଖାଯାଏ ଯେ, ଏକପାଖିଆ ପ୍ରେମରେ ପଡିଥିବା ଲୋକମାନେ ନିରାଶା ଅନୁଭବ କରନ୍ତି, ଯେଉଁ କାରଣରୁ ସେମାନଙ୍କ ଜୀବନରେ ଉତ୍ତେଜନା ଆସେ। ତେଣୁ ଆପଣ ଏହାକୁ ଏଡାଇବାକୁ ପଡିବ।

ଯଦି କେବେ କାହା ପ୍ରେମରେ ପଡ଼ୁଛନ୍ତି ଏବଂ ଏହା ପ୍ରକାଶ କରିବା ମାତ୍ରେ ପାର୍ଟନର ଯଦି କୁହନ୍ତି ଆମେ ଭଲ ବନ୍ଧୁ । ଏଥିରୁ ବୁଝିଯିବା କଥା ସେ ତୁମକୁ ଭଲ ପାଉ ନାହାନ୍ତି। ପରେ ତୁମେ ମଧ୍ୟ ଜୀବନରେ ଆଗକୁ ବଢ଼ିବା କଥା।

 

ଯେତେବେଳେ ତୁମେ କାହାକୁ ଏକପାଖିଆ ଭଲପାଉଛ, ଏହା ଜାଣି ମଧ୍ୟ ସେ ଏହାକୁ ଏଡାଉଛନ୍ତି। ତେବେ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ହେବ।

 

ଯେତେବେଳେ କଥାବାର୍ତ୍ତା କରିବାକୁ ଚେଷ୍ଟା କରି ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳୁ ନାହିଁ। ସେଠାରେ ନିଜକୁ ବୁଝିବାକୁ ପଡ଼ିବ ସେ ତୁମକୁ ଭଲ ପାଆନ୍ତି ନାହିଁ।

ଏହି କାରଣରୁ ଜୀବନ ସାଂଘାତିକ ହୋଇଯାଏ। ଯେତେବେଳେ ଏକପାଖିଆ ପ୍ରେମରେ ଉତ୍ତର ମିଳେ ନାହିଁ । ତାହା ବିଷାଦ ଆଡକୁ ଟାଣିନିଏ


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri