‘ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ…’ ଟ୍ରମ୍ପ ଦେଲେ ଧମକ, ଭାରତ-ଚାଇନା ଛାନିଆ

ଓ୍ବାଶିଂଟନ୍‌,୨୮।୧: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମଧ୍ୟ ତାଙ୍କର ଏପରି ବୟାନ ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଧମକ ଦେଇଛନ୍ତି ଯେ ସେ ସେହି ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବେ ଯେଉଁମାନେ ଆମେରିକାକୁ ‘କ୍ଷତି ପହଞ୍ଚାଉଛନ୍ତି’। ସେ ଉଚ୍ଚ ଶୁଳ୍କ ଥିବା ଦେଶମାନଙ୍କ ମଧ୍ୟରେ ଚାଇନା, ଭାରତ ଏବଂ ବ୍ରାଜିଲକୁ ଅନ୍ତର୍ଭୁକ୍ତ କରିଛନ୍ତି।

ଆମେ ବିଦେଶୀ ଦେଶ ଏବଂ ପ୍ରକୃତରେ ଆମକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ବିଦେଶୀ ଲୋକଙ୍କ ଉପରେ ଶୁଳ୍କ ଲଗାଇବାକୁ ଯାଉଛୁ ବୋଲି ଟ୍ରମ୍ପ ସୋମବାର ଫ୍ଲୋରିଡାରେ କହିଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି, ଚାଇନା ବହୁତ ଅଧିକ ଶୁଳ୍କ ଆଦାୟ କରେ ଏବଂ ଭାରତ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଅନେକ ଦେଶ ପାଇଁ ମଧ୍ୟ ସମାନ କଥା। ତେଣୁ ଆମେ ଆଉ ଏପରି ହେବାକୁ ଦେବୁ ନାହିଁ ଏବଂ ଆମେ ଆମେରିକାକୁ ଆଗରେ ରଖିବୁ। ସେ କହିଛନ୍ତି, ଆମେରିକା ଏକ “ଅତ୍ୟନ୍ତ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ପ୍ରତିଷ୍ଠା କରିବ ଯେଉଁଠାରେ ଆମ ରାଜକୋଷକୁ ଟଙ୍କା ଆସିବ ଏବଂ ଆମେରିକା ପୁଣି ଥରେ ବହୁତ ସମୃଦ୍ଧ ହେବ। ଆଉ ଏସବୁ ବହୁତ ଶୀଘ୍ର ଘଟିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ

ନୂଆଦିଲ୍ଲୀ,୩।୨:ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଜୋରଦାର ଆଲୋଚନା ହେଉଛି। ଉଭୟ ବଡ଼ ନେତା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା...

ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ଅଡୁଆରେ ପଡ଼ିଲେ ଆମେରିକାବାସୀ, ଟମାଟୋ ସମେତ ଏହି ସବୁ ଜିନିଷ ହେବ ମହଙ୍ଗା

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶପଥ ନେବା ପରେ ତୁରନ୍ତ ଅନ୍ୟ ଦେଶଗୁଡ଼ିକ ସହିତ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି।...

ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ପ୍ରଭାବିତ ହେବେ ମଧ୍ୟବିତ୍ତ, ମହଙ୍ଗା ହୋଇଯିବ ଏସବୁ…

ନୂଆଦିଲ୍ଲୀ,୩।୨: ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର...

ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା

ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି।...

ବଜେଟରେ ପଡ଼ୋଶୀ ଦେଶ ପାଇଁ ଟ୍ରେଜେରୀ ଖୋଲିଦେଲା ଭାରତ, ଏହି ଦେଶକୁ ଦେଲା ଅଧିକ

ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର କେନ୍ଦ୍ର ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୫୦,୬୫,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।...

ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ

ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ...

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ବର୍ବାଦ ହୋଇଯିବ ଆମେରିକା! ଲକ୍ଷ ଲକ୍ଷ ଡଲାର ବାଜିରେ…

ଓ୍ବାଶିଂଟନ୍‌,୩।୨: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛନ୍ତି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image