Posted inଫୁରସତ

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା ନେଉଛନ୍ତି। ମାତ୍ର ଆପଣ ଜାଣନ୍ତି କି ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ ଗୁଗଲ୍‌ରେ ସର୍ଚ୍ଚ କଲେ ଜେଲ୍‌ ଯିବାକୁ ପଡ଼ିବ ବୋଲି। ଖାଲି ଏତିକି ନୁହେଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଜିକାଲି ହ୍ୟାକର୍ସମାନେ ଗୁଗଲ୍‌ରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ଯଦି ଆପଣ ବ୍ୟାଙ୍କିଙ୍ଗ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି ତେବେ ଏହା ଦ୍ୱାରା ଅସୁବିଧାରେ ପଡ଼ିବେ। କେବେ ବି ଗୁଗଲ୍‌ରେ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ବ୍ୟତୀତର ନିଜର ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବହୁତ ହାନିକାରକ। ଗୋଟିଏ କଥା ମନେ ରଖିବେ ଗୁଗଲ୍‌ରେ କେବେ ବମ୍‌ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରିବେ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଜେଲ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁ ମହିଳା, Video ଦେଖିଲେ କହିବେ ବାଃ…

ଶାଢ଼ୀ ପିନ୍ଧି କବାଡ଼ି ଖେଳିଲେ ଗାଁର ମହିଳା। ଖୁସ ହସିବା ସହ ପ୍ରତିଟି ମୂହୁର୍ତ୍ତକୁ ଭରପୂର ଉପଭୋଗ ବି କଲେ। କିଛି ଏଭଳି ଭିଡିଓ ଏବେ...

ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…

ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର...

ଭୋଲେ ବାବା କ’ଣ ଖାଆନ୍ତି, କ’ଣ ତାଙ୍କର ରହିଛି ଚମତ୍କାରିତା ଗୋଟି ଗୋଟି କରି କହିଲେ ଏହି ସେବକ, ଜାଣିଲେ…

ହାଥରସ୍‌,୪ା୭: ଉତ୍ତରପ୍ରଦେଶର ହାଥରସ୍‌ରେ ଏକ ସତ୍‌ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ବାବା ନାରାୟଣ ସାକାର ହରି ଛଦ୍ମନାମ ଭୋଲେ...

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…

ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,...

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି...

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ...

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri