ଏବେ ଆଧାରକାର୍ଡ ଓ ପ୍ୟାନକାର୍ଡକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆଧାରକାର୍ଡ ସହ ପ୍ୟାନ କାର୍ଡ ଲିଙ୍କକୁ ଏବେ ବାଧ୍ୟତାମୂଳକ କରାଯାଇଛି । ଯାହାର ଡେଡଲାଇନ ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ଯଦି ଆପଣ ମାର୍ଚ୍ଚ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଆଧାରକାର୍ଡ ସହିତ ପ୍ୟାନକାର୍ଡ ଲିଙ୍କ କରୁନାହାନ୍ତି ତେବେ ଆପଣଙ୍କ ଉପରେ ଇନକମ ଟ୍ୟାକ୍ସ ଅଧିନିୟମ ଆଧାରରେ ଜରିମାନା ଲାଗୁ ହେବ ।