Categories: ଫୁରସତ

ଏହି ଦେଶର ଲୋକଙ୍କ ପ୍ରିୟ ଅସରପା ସର୍ବତ

ଅସରପାକୁ ପ୍ରାୟତଃ ସମସ୍ତେ ଘୃଣା କରନ୍ତି। କେହିକେହି ଏହାକୁ ଭୟ ମଧ୍ୟ କରନ୍ତି। ମାତ୍ର ଚାଇନା ଲୋକଙ୍କ ପାଇଁ ଆୟର ଉତ୍ସ ହୋଇଛି। ଏହାର ଔଧୀୟ ଗୁଣ ଯୋଗୁ ଚାଇନା ଶିଳ୍ପ ପାଇଁ ଏକ ବ୍ୟବସାୟିକ ସୁଯୋଗ। ଚାଇନା ସମେତ ଅନେକ ଏସୀୟ ଦେଶରେ ଅସରପା ଭଜା କରି ଖାଇବା ସହିତ ତାହାର ସର୍ବତ ସେମାନଙ୍କ ପ୍ରିୟ ହୋଇଥାଏ। ବର୍ତ୍ତମାନ ଏହା ବହୁ ପରିମାଣରେ ଉତ୍ପାଦିତ ହେଉଛି। ଚାଇନାର ଶିଚାଙ୍ଗ ସହରର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀ ପ୍ରତିବର୍ଷ ୬୦୦ ନିୟୁତ ଅସରପା ପାଳନ କରନ୍ତି।

Share