Categories: Video

Drones to keep hawk’s eye on Bhubaneswar traffic | ଏଣିକି ଟ୍ରାଫିକ ଜଗିବ ଡ୍ରୋନ୍ କ୍ୟାମେରା

Commissionerate Police – Bhubaneswar Tuesday started deploying drones to catch traffic violators. The stretch from Rabindra Mandap to Biju Patnaik International Airport — that has been declared as ‘no overtaking zone’ — will now be under surveillance by the cameras of these flying machines.

ରାଜଧାନୀରେ ବେପରୁଆ ଗାଡି ଚାଳକ ମାନେ ହେବେ ସାବାଡ୍ । ଜିଗଜାଗ୍ ଭଳି ଗାଡି ଚଳାଇ ଓଭରଟେକିଂ କରୁଥିବା ଚାଳକଙ୍କୁ ଧରିବ ଡ୍ରୋନ୍ କ୍ୟାମେରା । ରାଜଧାନୀର ରବୀନ୍ଦ୍ର ମଣ୍ଡପ –ବିମାନ ବନ୍ଦର ରାସ୍ତାକୁ କମିଶନରେଟ୍ ପୋଲିସ “ନୋ ଓଭରଟେକିଂ ଜୋନ୍” ଭାବେ ଘୋଷଣା କରିବା ସହ ଟ୍ରାଫିକ୍ ନିୟମ ଉଲଙ୍ଘନକାରୀଙ୍କୁ ଧରିବାକୁ ପ୍ରଥମ ଥର ପାଇଁ ଡ୍ରୋନ୍ ର ସହାୟତା ନିଆଯାଇଛି ।