Posted inVideo

Drones to keep hawk’s eye on Bhubaneswar traffic | ଏଣିକି ଟ୍ରାଫିକ ଜଗିବ ଡ୍ରୋନ୍ କ୍ୟାମେରା

Featured Video Play Icon

Commissionerate Police – Bhubaneswar Tuesday started deploying drones to catch traffic violators. The stretch from Rabindra Mandap to Biju Patnaik International Airport — that has been declared as ‘no overtaking zone’ — will now be under surveillance by the cameras of these flying machines.

ରାଜଧାନୀରେ ବେପରୁଆ ଗାଡି ଚାଳକ ମାନେ ହେବେ ସାବାଡ୍ । ଜିଗଜାଗ୍ ଭଳି ଗାଡି ଚଳାଇ ଓଭରଟେକିଂ କରୁଥିବା ଚାଳକଙ୍କୁ ଧରିବ ଡ୍ରୋନ୍ କ୍ୟାମେରା । ରାଜଧାନୀର ରବୀନ୍ଦ୍ର ମଣ୍ଡପ –ବିମାନ ବନ୍ଦର ରାସ୍ତାକୁ କମିଶନରେଟ୍ ପୋଲିସ “ନୋ ଓଭରଟେକିଂ ଜୋନ୍” ଭାବେ ଘୋଷଣା କରିବା ସହ ଟ୍ରାଫିକ୍ ନିୟମ ଉଲଙ୍ଘନକାରୀଙ୍କୁ ଧରିବାକୁ ପ୍ରଥମ ଥର ପାଇଁ ଡ୍ରୋନ୍ ର ସହାୟତା ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri