Posted inଫୁରସତ

ଏଠି ରାବଣଙ୍କୁ ଜ୍ୱାଇଁ ବୋଲି ମାନନ୍ତି ଗାଁ ଲୋକେ, ବିନା ଓଢଣାରେ ମୂର୍ତ୍ତି ସାମ୍ନାକୁ ଆସନ୍ତି ନାହିଁ ମହିଳା

ଚଳିତ ବର୍ଷ ରାବଣ ଦହନକୁ ନେଇ ସାରା ଦେଶରେ ଲୋକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ହେଲେ ମଧ୍ୟ ପ୍ରଦେଶର ମନ୍ଦସୋର ଜିଲାରେ ଲୋକେ ରାବଣକୁ ଦହନ କରିବା ପରିବର୍ତ୍ତେ ସାରା ବର୍ଷ ରାବଣ ମୂର୍ତ୍ତିର ପୂଜା କରିଥାଆନ୍ତି ।
ମନ୍ଦସୋର ଜିଲାର ଖାନପୁରା ଅଞ୍ଚଳରେ ରୁଣ୍ଡିରେ ରାବଣଙ୍କ ଦଶମୁଣ୍ଡବାଲା ପ୍ରତିମା ସ୍ଥାପନ କରାଯାଇଛି । ଏହି ଗାଁକୁ ରାବଣଙ୍କ ଶ୍ୱଶୁର ଘର ବୋଲି କୁହାଯାଇଥାଏ । ଲୋକକଥା ଅନୁଯାୟୀ, ମନ୍ଦୋଦରୀ ଏହିଠାରେ ରହୁଥିଲେ । ପୂର୍ବରୁ ଏହି ଗାଁ ଦଶପୁର ନାମରେ ପରିଚିତ ଥିଲା । ତେବେ ରାବଣଙ୍କର ଏହା ଶ୍ୱଶୁର ଘର ବୋଲି କୌଣସି ପୌରାଣିକ ପ୍ରମାଣ ନ ଥିଲେ ମଧ୍ୟ ଗାଁର ନାମ ମନ୍ଦସୋର ହୋଇଥିବାରୁ ବରିଷ୍ଠ ନାଗରିକମାନେ ଏହାକୁ ମନ୍ଦୋଦରୀଙ୍କ ନାମ ସହ ଯୋଡି ଏହାକୁ ରାବଣଙ୍କ ଶ୍ୱଶୁର ଘର ବୋଲି କହିଥାଆନ୍ତି ଓ ରାବଣ ଏହି ଗାଁର ଜ୍ୱାଇଁ ବୋଲିଇ ଲୋକେ ମାନନ୍ତି ।
ରାବଣ ଏହି ଗାଁର ଜ୍ୱାଇଁ ହୋଇଥିବାରୁ କୌଣସି ମହିଳା ବିନା ଓଢଣାରେ ରାମଣଙ୍କ ମୂର୍ତ୍ତି ସାମ୍ନାକୁ ଯାଇ ନ ଥାଆନ୍ତି । ଆହୁରି ମଧ୍ୟ ଲୋକେ ବିଶ୍ୱାସ କରନ୍ତି ଯେ ରାବଣଙ୍କ ମୂର୍ତ୍ତିର ଗୋଡରେ କଳା ସୂତା ବିନ୍ଧିଲେ କୌଣସି ରୋଗବ୍ୟାଧି ହୋଇ ନ ଥାଏ । ଏମିତିକି ଦଶହରା ଦିନ ଲୋକେ ଏଠାରେ ରାବଣଙ୍କ ଗୋଡରେ କଳା ସୂତା ବାନ୍ଧିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri