ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କିଛି କରିବା ଆବଶ୍ୟକ ନାହିଁ। କେବଳ ଯଦି ପାଖରେ ୨୫ ପଇସା ମୁଦ୍ରା ଅଛି ତେବେ ସିଧାସଳଖ ୧.୫ ଲକ୍ଷ ଟଙ୍କା ପାଇବେ। ଏହି ମୁଦ୍ରାର ଫଟୋ ୱେବସାଇଟରେ ଦେବାକୁ ପଡିବ। ଏହାପରେ ଏହି ମୁଦ୍ରା ପାଇଁ ନିଲାମ ଡକାଯିବ। ଫଳରେ ମୁଦ୍ରାକୁ କାହାକୁ ବିକ୍ରୟ କରି ଲକ୍ଷ ଲକ୍ଷ ରୋଜଗାର କରିପାରିବେ। ଇଣ୍ଡିଆ ମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟ ନିଲାମ କରାଯାଉଛି। ଯଦି ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଥାନ୍ତି, ତେବେ ଏହି ଅଭ୍ୟାସ ଜଣଙ୍କୁୁ ଲକ୍ଷପତିି କରିପାରେ। ଏଥିପାଇଁ ଆପଣଙ୍କୁ ୨୫ ପଇସା ମୁଦ୍ରା ଆବଶ୍ୟକ। ଏହି ମୁଦ୍ରା ସିଲ୍ଭର୍ ରଙ୍ଗର ହେବା ଉଚିତ। ଏହି ମୁଦ୍ରାକୁ ନିଲାମରେ ବିକ୍ରି କରି ଜଣେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହାସହ ପାଖରେ ଯଦି ମାତା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ୫ ଏବଂ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ। ସୂଚନାଯୋଗ୍ୟ, ଏହି ମୁଦ୍ରା ୨୦୦୨ ମସିହାରେ ମାର୍କେଟକୁ ଆସିଥିଲା। ବୈଷ୍ଣୋ ଦେବୀଙ୍କ ଫଟୋ ଯୋଗୁ ଲୋକମାନେ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି। ତେଣୁ ସେମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।