Categories: ଜାତୀୟ

ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ

ଡେରାଡୁନ୍‌,୧୬।୧୦(୦୭): ଉତ୍ତରାଖଣ୍ଡ ପିଥୋରାଗଡରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡର ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡରେ ୫ କିଲୋମିଟର ଗଭୀରରେ ଘଟିଥିଲା।

Share